Advertisment

ରାଜଧାନୀରେ ମାତିଛନ୍ତି ଚୁଡ଼ି ଗ୍ୟାଙ୍ଗ, ଗ୍ରୀଲ ତାଡ଼ି ଘରେ ପଶି ଲୁଟୁଛନ୍ତି...

ଗ୍ରୀଲ୍ ତାଡ଼ି ୨ ଭରି ସୁନା ଓ ୪ ଲକ୍ଷ ଟଙ୍କା ଲୁଟିଲେ । ସିସିଟିଭିରେ କଏଦ୍ ଚୋରି କରି ଖସି ପଳାଉଥିବାର ଦୃଶ୍ୟ ।

Chudi Gang Lootera

Chudi Gang Lootera

Advertisment

ଭୁବନେଶ୍ୱର ଉପକଣ୍ଠ ଧଉଳି ଅଞ୍ଚଳରେ ମାତିଛନ୍ତି ଚୁଡ଼ି ଗ୍ୟାଙ୍ଗ । ଗ୍ରୀଲ ତାଡ଼ି କଳା କନା ବୁଲାଇ ଦେଉଛନ୍ତି। ଧଉଳି ଅଞ୍ଚଳର ଦୟାନଦୀ ବିହାର ଲେନ୍ -୨ରେ ଗତକାଲି ଚୋରି ହୋଇଛି । ଚୁଡ଼ି ଗ୍ୟାଙ୍ଗର ଲୁଟେରାମାନେ ଜଣେ ଘର ମାଲିକଙ୍କ ଗ୍ରୀଲ୍ ତାଡ଼ି ୨ ଭରି ସୁନା ଓ ୪ ଲକ୍ଷ ଟଙ୍କା ଚୋରି କରି ଫେରାର୍ ହୋଇଯାଇଛନ୍ତି। ସିସିଟିଭିରେ କଏଦ୍ ହୋଇଛି ଚୋରି କରି ଖସି ପଳାଉଥିବାର ଦୃଶ୍ୟ। ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ଧଉଳି ଥାନା ପୋଲିସ ।

Advertisment

Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ