Advertisment

ପୁଣି ଜେଲ୍ ଗଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଆଜି କୋର୍ଟରେ ଆତ୍ମସମର୍ପଣ କରିଥିଲେ ପ୍ରଶାନ୍ତ।

undefined

MLA Prashant Jagadev

Advertisment

ପୁଣି ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଣପୁର JMFC କୋର୍ଟରେ ଆତ୍ମସମର୍ପଣ ପରେ ତାଙ୍କୁ ଜେଲକୁ ପଠାଯାଇଛି। ଅନ୍ତରୀଣ ଜାମିନ ସରିବା ପରେ ପୁଣି ଜେଲ୍ ଯାଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଦୁଇ ଥର ସାତ ଦିନିଆ ଅନ୍ତରୀଣ ଜାମିନ୍ ମିଳିବା ପରେ ଗତ ୨୦ ତାରିଖରେ ହାଇକୋର୍ଟ ଜଗଦେବଙ୍କ ଜାମିନ୍ ଆବେଦନ ଖାରଜ କରିଥିଲେ।

Advertisment

ଏହାପରେ ଆଜି କୋର୍ଟରେ ଆତ୍ମସମର୍ପଣ କରିଥିଲେ ପ୍ରଶାନ୍ତ। ଗତ ମାର୍ଚ୍ଚ ୧୨ ତାରିଖରେ ଲୋକଙ୍କ ଉପରକୁ କାର୍ ମଡାଇବା ଘଟଣାକୁ ନେଇ ପ୍ରଶାନ୍ତ ପୁଣି ଥରେ ଜେଲକୁ ଯାଇଛନ୍ତି।

Chilika MLA Prashant Jagdeb
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ