Advertisment

ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ, ବାନ୍ଧି ଆଣିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ

ଜିଲ୍ଲାପାଳଙ୍କୁ ଆଣି କମିଶନଙ୍କ ଠାରେ ହାଜର କରାଇବାକୁ ନିର୍ଦ୍ଦେଶ । ହାଜର କରାଇବାକୁ ଡିଜିପି ସୁନୀଲ ବଂଶଲଙ୍କୁ କମିଶନଙ୍କ ନିର୍ଦ୍ଦେଶ ।

ଅଦ୍ୟତନ ହୋଇଛି
Arrest

Arrest

Advertisment

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ୱାରେଣ୍ଟ ଅଫ୍ ଆରେଷ୍ଟ ଜାରି କଲେ ଜାତୀୟ ଜନଜାତି କମିଶନ । ଜିଲ୍ଲାପାଳଙ୍କୁ ଆଣି କମିଶନଙ୍କ ଠାରେ ହାଜର କରାଇବାକୁ ନିର୍ଦ୍ଦେଶ । ହାଜର କରାଇବାକୁ ଡିଜିପି ସୁନୀଲ ବଂଶଲଙ୍କୁ କମିଶନଙ୍କ ନିର୍ଦ୍ଦେଶ ।

Advertisment

ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉନଥିବାରୁ ୱାରେଣ୍ଟ ଜାରି କରାଯାଇଛି । ଜନଜାତି ଉତ୍ପୀଡ଼ନ ସଂପର୍କୀତ ବିଭିନ୍ନ ମାମଲାରେ ହାଜର ପାଇଁ ପୂର୍ବରୁ ନିର୍ଦ୍ଦେଶ ଥିଲା । ଏନେଇ ବାରମ୍ବାର ସମନ କରାଯିବା ସତ୍ତ୍ୱେ ଜିଲ୍ଲାପାଳ ହାଜର ହେଉନଥିବାରୁ ବାଧ୍ୟ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜନଜାତି କମିଶନ । 

ଏପ୍ରିଲ ୧୩ ତାରିଖ ସକାଳ ୧୧ଟା ମଧ୍ୟରେ ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ କମିଶନଙ୍କ ନିକଟରେ ହାଜର କରାଇବାକୁ ଡିଜିପି ସୁନୀଶ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରା ନଗଲେ, ତା’ର କାରଣ ସଂପର୍କରେ ୧୩ ତାରିଖ ସୁଦ୍ଧା ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Advertisment
Arrest Warrent District Collector
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ