Divorce Dispute Turns Violent
Advertisment
ଅର୍ଚ୍ଚନା ନାଗଙ୍କୁ ସ୍ବାମୀ ଜଗବନ୍ଧୁଙ୍କ ହତ୍ୟା ଉଦ୍ୟମ ଅଭିଯୋଗ। ରାତି ଅଧରେ ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ସ୍ବାମୀ ଜଗବନ୍ଧୁ ମାରଣାସ୍ତ୍ରରେ ଆକ୍ରମଣ ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ପରେ ଜଗବନ୍ଧୁଙ୍କୁ ଅଟକ ରଖିଛି ମଞ୍ଚେଶ୍ବର ଥାନା ପୋଲିସ୍ । ଜଗବନ୍ଧୁଙ୍କ ନିକଟରୁ ଏକ ଛୁରୀ ଜବତ ହୋଇଛି।
Advertisment
ସୂଚନା ଅନୁସାରେ, ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମଧ୍ୟରେ ଏବେ ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ଉଭୟ ଅଲଗା ଅଲଗା ରହୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756874952.jpg)