/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646030622.jpg)
6-Year-Old Girl Thrashed To Death By Father & Step-Mother In Ganjam
୬ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ବାପା, ମାଆ । ଗଞ୍ଜାମ ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।
Advertisment
ସୂଚନା ଅନୁସାରେ, ଗତକାଲି ୬ ବର୍ଷର ନାବାଳିକାକୁ ତାର ବାପା ମାଆ କାଠ ଫାଳିଆରେ ମାରିବାରୁ କନ୍ୟାର ମୁଣ୍ଡ ଫାଟି ରକ୍ତ ସ୍ରବ ହୋଇଥିଲା ।ଯାହା ପରେ ଝିଅଟିର ମୃତ୍ୟୁ ହୋଇଥିଲା । ଝିଅଟିର ଶରୀର ସାରା ମାଡ଼ ଚିହ୍ନ ହୋଇଥିବା ଜଣାପଡିଛି ।
ନିଜ ଦୋଷ ଲୁଚାଇବା ପାଇଁ ଆଜି ସକାଳୁ ମୁଣ୍ଡ ଫାଟି ଝିଅ ମରିଥିବାର ବାହାନା କରିଥିଲେ ମାଆ ଓ ବାପା ହେଲେ ଉଭୟଙ୍କୁ ପୋଲିସ କାବୁ କରିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)