Advertisment

ଜିମ୍‌ ମେଟ୍‌ ଲଗାଇଲା ଚୂନ, ବ୍ୟବସାୟ ନାଁରେ ଯୁବ ଡାକ୍ତରଙ୍କଠୁ ଠକିନେଲା ୧୪ ଲକ୍ଷ

ଟଙ୍କା ଫେରାଇବାକୁ କହିବାରୁ ମାତ୍ର ୪ଲକ୍ଷ ଟଙ୍କା ଦେଇଥିବା ବେଳେ, ବଳକା ଟଙ୍କା ଦେଇ ନ ଥିଲା । ଏପରକି ଅଭିଯୋଗକାରୀ ଡାକ୍ତରଙ୍କ ଅନ୍ୟ ସାଙ୍ଗମାନଙ୍କ ଠାରୁ ମଧ୍ୟ ସେ ଠକେଇ କରିଥିବା ଅଭିଯୋଗ ହୋଇଛି ।

Fraud

Fraud

Advertisment

ଯୁବ ଡାକ୍ତରଙ୍କୁ ଚୂନ ଲଗାଇଲା ଜିମ୍ ମେଟ୍। ଠକିନେଲା ୧୪ ଲକ୍ଷ ଟଙ୍କା। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ଠକ ଜିମମେଟ୍ ସଂଗ୍ରାମ କେଶରୀ ଦାସଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ବ୍ୟବସାୟ ପାଇଁ ସଂଗ୍ରାମ କେଶରୀ ବିଭିନ୍ନ ପର୍ଯ୍ୟାୟରେ ଅଭିଯୋଗକାରୀ ଡାକ୍ତରଙ୍କ ପାଖରୁ ୧୪ ଲକ୍ଷ ଟଙ୍କା ନେଇଥିଲା । ଟଙ୍କା ଫେରାଇବାକୁ କହିବାରୁ ମାତ୍ର ୪ଲକ୍ଷ ଟଙ୍କା ଦେଇଥିବା ବେଳେ, ବଳକା ଟଙ୍କା ଦେଇ ନ ଥିଲା । ଏପରକି ଅଭିଯୋଗକାରୀ ଡାକ୍ତରଙ୍କ ଅନ୍ୟ ସାଙ୍ଗମାନଙ୍କ ଠାରୁ ମଧ୍ୟ ସେ ଠକେଇ କରିଥିବା ଅଭିଯୋଗ ହୋଇଛି ।

Advertisment
Bhubaneswar Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ