Odisha's daily COVID19 tally crosses 400 mark
ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କେବଳ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୯୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ଚିହ୍ନଟ ୬୪ ସଂକ୍ରମିତ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୨୩୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍୧୬୫ ରହିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୧,୫୧୮କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ୍ କେସ୍ ୧୯୫୭କୁ ବୃଦ୍ଧି ପାଇଛି।
7. Jajpur: 4
8. Jharsuguda: 3
9. Kalahandi: 2
10. Kendrapada: 3
11. Khurda: 194
12. Koraput: 1
13. Malkangiri: 1
14. Mayurbhanj: 6
15. Nayagarh: 4
16. Nuapada: 1
17. Puri: 14
18. Rayagada: 1
19. Sambalpur: 5
20. Sonepur: 1
21. Sundargarh: 19
22. State Pool: 46
— I & PR Department, Odisha (@IPR_Odisha) July 6, 2022
New recoveries: 139
Cumulative tested: 32163302
Positive: 1291518
Recovered: 1280382
Active cases: 1957
— I & PR Department, Odisha (@IPR_Odisha) July 6, 2022
ସେହିପରି ଦେଶରେ ପୁଣି ୧୬ ହାଜର ପାର୍ କରିଛି ସଂକ୍ରମଣ। ଆଜି ୧୬ ହଜାର ୧୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାମାରୀ ଦେଶରେ ୨୮ ଜଣଙ୍କ ଜୀବନ ନେଇଛି। ଦେଶରେ ଆକ୍ଟିଭ କେସ ୧ ଲକ୍ଷ ୧୫ ହଜାର ଟପିଥିବା ବେଳେ ଦୈନିକ ପଜିଟିଭିଟି ରେଟ୍ ୩.୫୬% କୁ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1657088604.jpg)