Mask
ଭୁବନେଶ୍ୱର: ରାଜ୍ୟରେ ଆଉ ୨୫୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୧୫ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୨,୩୩୦କୁ ବୃଦ୍ଧି ପାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୪୫୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ ୧୦୮୪ ରହିଛି।
ଚିହ୍ନଟ ନୂଆ ହୋଇଥିବା ୨୫୪୨ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୬୦, ବାଲେଶ୍ୱରରୁ ୨୨୧, ବରଗଡ଼ରୁ ୧୭, ଭଦ୍ରକରୁ ୧୦୦, ବଲାଙ୍ଗିରରୁ ୨, ବୌଦ୍ଧରୁ ୭, କଟକରୁ ୪୨୮, ଦେବଗଡ଼ରୁ ୭, ଢେଙ୍କାନାଳରୁ ୩୪, ଗଜପତିରୁ ୧୫, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ୧୨୮, ଯାଜପୁରରୁ ୧୩୯, ଝାରସୁଗୁଡ଼ାରୁ ୨୪, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୧୬୭, କେନ୍ଦୁଝରରୁ ୬୯, ଖୋର୍ଦ୍ଧାରୁ ୪୨୪, କୋରାପୁଟରୁ ୪୦, ମାଲକାନଗିରିରୁ ୪୨, ମୟୂରଭଞ୍ଜରୁ ୧୨୪, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୭୮, ନୂଆପଡ଼ାରୁ ୮, ପୁରୀରୁ ୧୫୦, ରାୟଗଡ଼ାରୁ ୩୭, ସମ୍ବଲପୁରରୁ ୨୮, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୫୭ ଓ ଷ୍ଟେଟ୍ ପୁଲ୍ରୁ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଜୁଲାଇ ୭ର ରିପୋର୍ଟ ଅନୁସାରେ, ରାଜ୍ୟରେ ୨,୫୪୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୧୪୫୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ୍ ୧,୦୮୪ ରହିଛି।
Also Read
6. Boudh: 7
7. Cuttack: 428
8. Deogarh: 7
9. Dhenkanal: 34
10. Gajapati: 15
11. Ganjam: 13
12. Jagatsinghpur: 128
13. Jajpur: 139
14. Jharsuguda: 24
15. Kalahandi: 10
16. Kandhamal: 19
17. Kendrapada: 167
18. Keonjhar: 69
19. Khurda: 424
20. Koraput: 40
21. Malkangiri: 42
— I & PR Department, Odisha (@IPR_Odisha) July 8, 2021
22. Mayurbhanj: 124
23. Nawarangpur: 12
24. Nayagarh: 78
25. Nuapada: 8
26. Puri: 150
27. Rayagada: 37
28. Sambalpur: 28
29. Sonepur: 5
30. Sundargarh: 57
31. State Pool: 77New recoveries: 2920
Cumulative tested: 14335808
Positive: 932330
Recovered: 900282
Active cases: 27580
— I & PR Department, Odisha (@IPR_Odisha) July 8, 2021
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୪୨୮ ଚିହ୍ନଟ ହୋଇଛନ୍ତି। କଟକ ପରେ ଖୋର୍ଦ୍ଧାରୁ ୪୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୨,୩୩୦ରେ ପହଞ୍ଚି ଥିବାବେଳେ ୯,୦୦,୨୮୨ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍ କେସ୍-୨୭,୫୮୦ ରହିଛି। ଜୁଲାଇ ୬ରେ ୨୬୦୨ ପଜିଟିଭ୍ ଚିହ୍ନଟ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Mask_1625714893.jpg)

