ଅଦ୍ୟତନ ହୋଇଛି
Green signal to Covaxin for kids aged 6-12
Advertisment
ପିଲାଙ୍କୁ ମିଳିବ ୩ ଟି ଟିକା । ୫ରୁ ୧୨ ବର୍ଷ , ୬ ବର୍ଷରୁ ୧୨ ବର୍ଷ ଓ ୧୨ ବର୍ଷରୁ ଅଧିକ ବର୍ଗ ପିଲାଙ୍କ ପାଇଁ ୩ଟି ଟିକାକୁ ଅନୁମତି ଦିଆଯାଇଛି ।
Advertisment
ତେବେ ୫ରୁ ୧୨ ବର୍ଷ ପିଲାଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ଅନୁମତି ଦିଆଯାଇଥିବାବେଳେ ୬ ରୁ ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କୋଭାକ୍ସିନ ଟିକା ଅନୁମତି ଦିଆଯାଇଛି । ସେହିପରି ୧୨ ବର୍ଷରୁ ଅଧିକ ବର୍ଗ ପିଲାଙ୍କୁ ଜାଇକୋଭ୍-ଡି ଟିକାର ଜରୁରୀ ବ୍ୟବହାର ଅନୁମତି ଦିଆଯାଇଛି ।
Advertisment
ତେବେ ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ DCGI ଅନୁମତି ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650963987.jpg)