Bhubaneswar Back In Red Zone
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟସ୍ ୨୧୨ ରହିଛି। ଖୋର୍ଦ୍ଧାରୁ କେବଳ ୨୩୭ ପଜିଟିଭ୍ ବାହାରିଛନ୍ତି।
ସେପଟେ ରାଜଧାନୀ ଭୁବନେଶ୍ୱର ପୁଣି ରେଡ୍ ଜୋନ୍କୁ ଫେରିଛି। ରେଡ୍ ଜୋନ୍କୁ ଫେରିବା ପରେ ଭୁବନେଶ୍ୱର ମେୟର କଡ଼ା ତାଗିଦ୍ କରିଛନ୍ତି। ରାଜଧାନୀରେ ମାସ୍କ ବାଧ୍ୟତାମୂଳକ ହୋଇଛି। ମାସ୍କ ନପିନ୍ଧିଲେ ଫାଇନ୍ କଟାଯିବ। ଏହାସହ କୋଭିଡ କଟକଣାକୁ ସଠିକ୍ ଭାବେ ପାଳନ କରିବାକୁ ମେୟର କହିଛନ୍ତି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୨୯୨୮ରେ ପହଞ୍ଚିଛି। ଆକ୍ଟିଭ୍ କେସ୍ ୨୭୯୫ ରହିଛି।
8. Jagatsinghpur: 8
9. Jajpur: 10
10. Jharsuguda: 7
11. Kalahandi: 1
12. Kendrapada: 3
13. Keonjhar: 3
14. Khurda: 237
15. Malkangiri: 3
16. Mayurbhanj: 8
17. Nayagarh: 1
18. Puri: 29
19. Rayagada: 2
20. Sambalpur: 6
21. Sonepur: 15
22. Sundargarh: 29
23. State Pool: 51
— I & PR Department, Odisha (@IPR_Odisha) July 9, 2022
New recoveries: 204
Cumulative tested: 32213057
Positive: 1292928
Recovered: 1280954
Active cases: 2795
— I & PR Department, Odisha (@IPR_Odisha) July 9, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657353986.jpg)