Covid 19
ରାଜ୍ୟରେ ଲଗାତାର ହଜାର ପାର୍ ରହୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଆଜି ରାଜ୍ୟରେ ୨୪ ଘଣ୍ଟାରେ ୧୦୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫୯୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ରୁ ୪୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୩୦ ଜଣ ଆକ୍ରାନ୍ତ ରହିଛନ୍ତି ।
ଖୋର୍ଦ୍ଧାରୁ ସର୍ବାଧତ୍କ ୨୩୯, ସୁନ୍ଦରଗଡ଼ରୁ୧୮୦, ସମ୍ବଲପୁରରୁ ୧୦୫ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୬,୫୧୦କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ୍ ଆକ୍ଟିଭ୍ କେସ୍- ୭,୪୪୦ ରହିଥିବା ବେଳେ ୧୨,୮୯,୮୮୫ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି ।
ଦେଶରେ ଆଜି ଦିନକରେ ଆଉ ୩୬ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୋଟ୍ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୬ ହଜାର ୩୩କୁ ବୃଦ୍ଧି ପାଇଛି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୨ ହଜାର ୨୦୦ ଥିବା ବେଳେ ୪ କୋଟି ୩୨ ଲକ୍ଷ ୧୦ ହଜାର ୫୨୨ ଆକ୍ରାନ୍ତ ସୁସ୍ଥ ହେଲେଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Covid_19_1656754779.jpg)