ଅଦ୍ୟତନ ହୋଇଛି
Booster dose of COVID-19 vaccine
Advertisment
କଲେଜରେ ଟିକା ଦିଆଯିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଥିବା ଇଂଜିନିୟରିଂ କଲେଜ, ହଷ୍ଟେଲ, ଉଚ୍ଚଶିକ୍ଷାନୁଷ୍ଠାନରେ ଟିକା ଦିଆଯିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641817268.jpg)