ଅଦ୍ୟତନ ହୋଇଛି
No Income Tax For Those Earning Upto 7 Lakhs
Advertisment
କେନ୍ଦ୍ର ବଜେଟ୍ ଉପସ୍ଥାପନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ ଆୟକର ସ୍ଲାବ୍ ନେଇ ବଡ଼ ଘୋଷଣା ହୋଇଛି। ଆୟକର ସ୍ଲାବ୍ ସୀମା ବୃଦ୍ଧି ନେଇ କେନ୍ଦ୍ରଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି।
Advertisment
ଆୟକର ସ୍ଲାବ୍ ନେଇ ବଡ଼ ଘୋଷଣା...
- ଆୟକର ସ୍ଲାବ୍ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି
- ନୂଆ ଆୟକର ସ୍ଲାବ୍ ପ୍ଲାନ୍ ମଧ୍ୟ ଘୋଷଣା
- ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ
Live Updates: ବଢିବ ନିଯୁକ୍ତି ସୁଯୋଗ, ଟେକ୍ନୋଲୋଜି ଉପରେ ଦିଆଯିବ ଅଧିକ ଗୁରୁତ୍ୱ
- ୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫%
- ୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%
- ୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫%
- ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%
- ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦%
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675235140.jpg)