Petrol, diesel prices hiked for 5th time in 6 days
Advertisment
ପୁଣି ମହଙ୍ଗା ହେଲା ତେଲଦର। ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍। ଗତ ୬ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ପଂଚମଥର ପାଇଁ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୫୩ ପଇସା ବଢି ୧୦୫ଟଙ୍କା ୯୩ ପଇସା ରହିଛି। ଅନ୍ୟପକ୍ଷରେ ଡିଜେଲ ୫୯ ପଇସା ବଢି ୯୫ଟଙ୍କା ୭୨ ପଇସା ହୋଇଛି। ସପ୍ତାହକ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୪ଟଙ୍କା ୧୫ ପଇସା ବଢିଥିବା ବେଳେ ଡିଜେଲ ୪ ଟଙ୍କା ୧୦ ପଇସା ବଢିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648176587.jpg)