Panchang
ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର । ଚନ୍ଦ୍ର-ସିଂହ ଦିବା ୧୨.୫୬ ଗତେ କନ୍ୟା,ତିଥି-୭ମୀ ଦିବା ୦୨.୩୨ ଗତେ ୮ମୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ଦିବା ୧୨.୫୬ ଗତେ ବୃଷ ରାଶିର,ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୨.୩୨ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭସମୟ:
ପ୍ରାତଃ–୦୭.୦୪ ରୁ ୦୯.୧୪
ଦିବା- ୦୧.୦୬ ରୁ ୦୨.୫୯
ଦିବା- ୦୩.୪୩ ରୁ ୦୩.୪୮
ରାତ୍ରି- ୦୭.୪୭ ରୁ ୦୯.୩୩
ରାତ୍ରି- ୧୨.୧୧ ରୁ ୦୧.୨୪
ରାତ୍ରି- ୦୩.୦୩ ରୁ ୦୬.୨୧
ଅଶୁଭସମୟ:
ରାହୁକାଳ- ଦିବା ୦୩.୪୮ ରୁ ୦୫.୦୯
କାଳବେଳା- ଦିବା ୧୧.୪୫ ରୁ ୦୧.୦୬
ବାରବେଳା-ଦିବା ୧୦.୨୪ ରୁ ୧୧.୪୫
କାଳରାତ୍ରି- ରାତ୍ରି ୦୧.୨୪ ରୁ ୦୩.୦୩
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1734837032.jpg)