Panchang Today 22nd December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ପ୍ରବେଶ କରନ୍ତୁ

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର । ଚନ୍ଦ୍ର-ସିଂହ ଦିବା ୧୨.୫୬ ଗତେ କନ୍ୟା,ତିଥି-୭ମୀ ଦିବା ୦୨.୩୨ ଗତେ ୮ମୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ଦିବା ୧୨.୫୬ ଗତେ ବୃଷ ରାଶିର,ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୨.୩୨ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ । 

ଶୁଭସମୟ:

ପ୍ରାତଃ–୦୭.୦୪ ରୁ ୦୯.୧୪

ଦିବା- ୦୧.୦୬ ରୁ ୦୨.୫୯

ଦିବା- ୦୩.୪୩ ରୁ ୦୩.୪୮

ରାତ୍ରି- ୦୭.୪୭ ରୁ ୦୯.୩୩

ରାତ୍ରି- ୧୨.୧୧ ରୁ ୦୧.୨୪

ରାତ୍ରି- ୦୩.୦୩ ରୁ ୦୬.୨୧

ଅଶୁଭସମୟ:

ରାହୁକାଳ- ଦିବା ୦୩.୪୮ ରୁ ୦୫.୦୯

କାଳବେଳା- ଦିବା ୧୧.୪୫ ରୁ ୦୧.୦୬

ବାରବେଳା-ଦିବା ୧୦.୨୪ ରୁ ୧୧.୪୫

କାଳରାତ୍ରି- ରାତ୍ରି ୦୧.୨୪ ରୁ ୦୩.୦୩