Today Panchang 9th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ, ଗୁରୁବାର । ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

Today Panchang

ସୌର ତୁଳା ମାସ  କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ, ଗୁରୁବାର । ଚନ୍ଦ୍ର- କନ୍ୟା ଅହୋରାତ୍ର ତିଥି- ୧୧ଶୀ ଦିବା ୧୦.୪୨ ଗତେ ୧୨ଶୀ ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୦.୪୨ ଗତେ ୨ ପାଦ- ପଶୁ  ଓ ବଂଶ ହାନି - ଅନ୍ନ  ଓ ତିଳକାଞ୍ଚନ ଦାନ ରାତ୍ରି ୯.୫୬ ଗତେ ୧ ପାଦ- ପଶୁସମ୍ପଦ ନାଶ-ଅନ୍ନ ଦାନ 

ଶୁଭ ସମୟ...

ପ୍ରାତଃ- ୦୫.୫୫ ରୁ ୦୭.୨୪ 

ସଂନ୍ଧ୍ୟା- ୦୫.୫୬ ରୁ ୦୯.୨୨ 
ରାତ୍ରି- ୦୧.୦୬ ରୁ ୦୩.୨୧
ରାତ୍ରି-୦୪.୧୩ ରୁ ୦୫.୫୫

ଅଶୁଭ ସମୟ...

ରାହୁକାଳ - ଦିବା ୧୨.୫୪ ରୁ ୦୨.୧୭
କାଳବେଳା - ଦିବା ୦୨.୧୭ ରୁ ୦୩.୪୧
ବାରବେଳା- ଦିବା ୦୩.୪୧ ରୁ ୦୫.୦୫
କାଳରାତ୍ରି- ରାତ୍ରି ୧୧.୩୦ ରୁ ୦୧.୦୬