Today Panchang 9th June 2023: ଜାଣନ୍ତୁ ଆଜିର ଋାହୁକାଳ, ଏହି ସମୟରେ ରୁହନ୍ତୁ ସତର୍କ...

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ଶୁକ୍ରବାର ।ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ଶୁକ୍ରବାର ।ଚନ୍ଦ୍ର – ମକର ପ୍ରାତଃ ୦୬.୦୧ ଗତେ କୁମ୍ଭ,ତିଥି – ୬ଷ୍ଠୀ ଦିବା ୦୪.୨୧ ଗତେ ୭ମୀ,ଘାତ ଚନ୍ଦ୍ର – ସିଂହ ପ୍ରାତଃ ୦୬.୦୧ ଗତେ ମିଥୁନ, ମୀନ,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ଦିବା ୦୪.୨୧ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ

ଶୁଭ ସମୟ:

ପ୍ରାତଃ ୦୬.୦୩ ରୁ ୦୬.୫୬

ଦିବା ୧୨.୧୨ ରୁ ୦୨.୫୦

ସନ୍ଧ୍ୟା ୦୬.୨୦ ରୁ ୦୮.୩୦

ରାତ୍ରି ୧୨.୫୦ ରୁ ୦୩.୦୦

ରାତ୍ରି ୦୩.୪୪ ରୁ ୦୫.୧୦

ଅଶୁଭ ସମୟ:

ଋାହୁକାଳ – ଦିବା ୧୦.୦୭ ରୁ ୧୧.୪୫

କାଳବେଳା – ଦିବା ୧୦.୦୭ ରୁ ୧୧.୪୫

ବାରବେଳା – ଦିବା ୦୮.୨୮ ରୁ ୧୦.୦୭

କାଳରାତ୍ରି – ରାତ୍ରି ୦୯.୦୩ ରୁ ୧୦.୨୪