/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ । ଇଂରାଜୀରେ ୦୯ତାରିଖ ବୁଧବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୧୪ଶୀ ରାତ୍ରି ୦୧.୩୭ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି
Advertisment
ଶୁଭ ସମୟ-
ପ୍ରାତଃ- ୦୭.୫୫ ରୁ ୦୮.୩୪
ଦିବା- ୧୦.୧୩ ରୁ ୧୧.୨୫
ଦିବା- ୦୨.୦୩ ରୁ ୦୫.୩୩
ସନ୍ଧ୍ୟା- ୦୬.୨୫ ରୁ ୧୦.୦୩
ରାତ୍ରି- ୧୨.୧୩ ରୁ ୦୧.୪୦
ଅଶୁଭ ସମୟ
ରାହୁକାଳ- ଦିବା ୧୧.୫୧ ରୁ ୦୧.୩୦
କାଳବେଳା- ଦିବା ୦୮.୩୪ ରୁ ୧୦.୧୩
ବାରବେଳା- ଦିବା ୧୧.୫୧ ରୁ ୦୧.୩୦
କାଳରାତ୍ରି- ରାତ୍ରି ୦୨.୩୫ ରୁ ୦୩.୫୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)