Today Panchang 9th Jan 2023: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ କେଉଁ ମୁହୂର୍ତ୍ତ ହେବ ଆପଣଙ୍କ ପାଇଁ ଶୁଭ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ସୋମବାର । ଚନ୍ଦ୍ର – କର୍କଟ ଅହୋରାତ୍ର, ତିଥି - ୨ୟା ଦିବା ୦୯.୩୯ ଗତେ ୩ୟା,ଘାତ ଚନ୍ଦ୍ର - ନାସ୍ତି,ଘାତ ବାର – ମିଥୁନ,ପୁଷ୍କର ଦୋଷ – ୧ପାଦ - ପଶୁସମ୍ପଦ ନାଶ- ଅନ୍ନ ଦାନ ଦିବା ୦୯.୩୯ ପର୍ଯ୍ୟନ୍ତ ।

ଶୁଭ ସମୟ:

ପ୍ରାତଃ ୦୬.୨୭ ରୁ ୦୭.୪୮

ଦିବା ୦୯.୨୧ ରୁ ୧୧.୩୧

ରାତ୍ରି ୦୭.୫୭ ରୁ ୧୦.୧୫

ରାତ୍ରି ୦୨.୫୭ ରୁ ୦୩.୪୯

ଅଧିକ ପଢ଼ନ୍ତୁ: ଡ୍ରଇଂରୁମ୍‌ର କେଉଁଠି ପକାଇବେ ସୋଫା, କେଉଁଠି ରଖିବେ ଝରକା

ଅଶୁଭ ସମୟ:

ଋାହୁକାଳ - ପ୍ରାତଃ ୦୭.୪୮ ରୁ ୦୯.୧୦

କାଳବେଳା – ପ୍ରାତଃ ୦୭.୪୮ ରୁ ୦୯.୧୦

ବାରବେଳା – ଦିବା ୦୨.୩୬ ରୁ ୦୩.୫୮

କାଳରାତ୍ରି – ରାତ୍ରି ୧୦.୧୫ ରୁ ୧୧.୫୩