Today Panchang 9th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ରବିବାର । ଚନ୍ଦ୍ର – ତୁଳା ଦିବା ୦୮.୦୧ ଗତେ ବିଛା,ତିଥି – ୩ୟା ଦିବା ୦୯.୩୫ ଗତେ ୪ର୍ଥୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ମେଷ,ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶହାନି ଭୂମି ଓ ତିଳକାଞନ ଦାନ ଦିବା ୦୧.୫୯ ଗତେ ୧ପାଦ

ଶୁଭ ସମୟ:

ପ୍ରାତଃ ୦୫.୩୭ ରୁ ୦୯.୪୪

ଦିବା ୦୧.୨୧ ରୁ ୦୧.୫୨

ସନ୍ଧ୍ୟା ୦୬.୪୫ ରୁ ୦୯.୦୫

ରାତ୍ରି ୧୨.୧୧ ରୁ ୦୧.୧୫

ରାତ୍ରି ୦୨.୪୨ ରୁ ୦୩.୧୭

ଅଶୁଭ ସମୟ:

ଋାହୁକାଳ – ଦିବା ୦୪.୨୬ ରୁ ୦୫.୫୯

କାଳବେଳା – ଦିବା ୧୧.୪୮ ରୁ ୦୧.୨୧

ବାରବେଳା – ଦିବା ୧୦.୧୫ ରୁ ୧୧.୪୮

କାଳରାତ୍ରି – ରାତ୍ରି ୦୧.୧୫ ରୁ ୦୨.୪୨