Advertisment

Today Panchang 8th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ ଶୁକ୍ରବାର ।

ଅଦ୍ୟତନ ହୋଇଛି
Today Panchang 4th September 2023

Today Panchang

Advertisment

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ ଶୁକ୍ରବାର । ଚନ୍ଦ୍ର – ମିଥୁନ ଅହରାତ୍ର । ତିଥି – ୯ମୀ ସନ୍ଧ୍ୟା ୦୫.୩୦ ଗତେ ୧୦ମୀ । ଘାତ ଚନ୍ଦ୍ର - କନ୍ୟା ରାଶିର ଅହରାତ୍ର । ଘାତ ବାର – ବିଛା,ଧନୁ ଓ ମୀନ । ପୁଷ୍କର ଦୋଷ – ନାସ୍ତି ।

Advertisment

ଶୁଭ ସମୟ

ପ୍ରାତଃ – ୦୫.୩୬ ରୁ ୦୬.୨୫

ପ୍ରାତଃ – ୦୭.୧୪ ରୁ ୦୮.୪୦

ଦିବା – ୧୨.୦୮ ରୁ ୦୨.୩୬

ସନ୍ଧ୍ୟା – ୦୭.୨୬ ରୁ ୦୮.୪୮

ରାତ୍ରି - ୦୧.୪୧ ରୁ ୦୪.୦୨

ଅଧିକ ପଢ଼ନ୍ତୁ: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ

ଅଶୁଭ ସମୟ

ଋାହୁକାଳ – ଦିବା ୧୦.୧୨ ରୁ ୧୧.୪୪

କାଳବେଳା – ଦିବା ୧୦.୧୨ ରୁ ୧୧.୪୪

ବାରବେଳା – ଦିବା ୦୮.୪୦ ରୁ ୧୦.୧୨

କାଳ ରାତ୍ରି – ରାତ୍ରି ୦୮.୪୮ ରୁ ୧୦.୧୬

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ