Today Panchang 8th Nov 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଶୁଭ କାମ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୮ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୮ ତାରିଖ ମଙ୍ଗଳବାର ଚନ୍ଦ୍ର – ମେଷ ଅହୋରତ୍ର ତିଥି- ପୂର୍ଣ୍ଣିମା ଦିବା ୦୪/୩୨ ଗତେ ପ୍ରତିପଦ ଘାତ ଚନ୍ଦ୍ର- ମେଷ ଅହୋରତ୍ର ଘାତ ବାର – ମକର ପୁଷ୍କର ଦୋଷ - ୧ ପାଦ କୃଷିହାନି- ଭୂମିଦାନ ରାତ୍ରି ୦୧/୩୯ ଗତେ ୨ପାଦ

ଶୁଭ ସମୟ:

ପ୍ରାତଃ ୦୫/୫୪ ରୁ ୦୬/୩୯

ଦିବା ୦୮/୪୨ ରୁ ୧୧/୦୭

ସନ୍ଧ୍ୟା ୦୫/୦୫ ରୁ ୦୬/୪୧

ରାତ୍ରି ୦୧/୩୮ ରୁ ୦୩/୨୧

ରାତ୍ରି ୦୪/୧୨ ରୁ ୦୫/୫୫

ଅଶୁଭ ସମୟ:

ଋାହୁକାଳ - ଦିବା ୦୨/୧୭ ରୁ ୦୩/୪୧

କାଳବେଳା - ଦିବା ୧୨/୫୪ ରୁ ୦୨/୧୭

ବାରବେଳା - ପ୍ରାତଃ ୦୭/୧୮ ରୁ ୦୮/୪୨

କାଳରାତ୍ରି - ସନ୍ଧ୍ୟା ୦୬/୪୧ ରୁ ୦୮/୧୮