Today Panchang
ସୌର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ। ଇଂରାଜୀରେ ୮ ତାରିଖ ରବିବାର, ଚନ୍ଦ୍ର – କର୍କଟ ଅହୋରାତ୍ର ତିଥି- ପ୍ରତିପଦ ପ୍ରାତଃ ୦୭.୦୭ ଗତେ ୨ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମେଷ ପୁଷ୍କର ଦୋଷ – ୧ପାଦ - କୃଷିହାନି- ଭୂମିଦାନ ପ୍ରାତଃ ୦୭.୦୭ ଗତେ ୨ ପାଦ। ଜାଣନ୍ତୁ, ଆଜି କେଉଁ ସମୟରେ କାର୍ଯ୍ୟ ଆରମ୍ଭ କଲେ ଶୁଭ ଫଳ ମିଳିବ...
ଶୁଭ ସମୟ-
ପ୍ରାତଃ ୦୭.୧୦ ରୁ ୦୯.୨୦
ଦିବା ୦୧.୧୪ ରୁ ୦୩.୦୮
ଦିବା ୦୩.୫୨ ରୁ ୦୩.୫୭
ରାତ୍ରି ୧୨.୧୯ ରୁ ୦୧.୩୧
ରାତ୍ରି ୦୩.୧୦ ରୁ ୦୬.୨୭
ଅଶୁଭ ସମୟ-
ଋାହୁକାଳ - ଦିବା ୦୩.୫୭ ରୁ ୦୫.୧୯
କାଳବେଳା –ଦିବା ୧୧.୫୩ ରୁ ୦୧.୧୪
ବାରବେଳା – ଦିବା ୧୦.୩୧ ରୁ ୧୧.୫୩
କାଳରାତ୍ରି – ରାତ୍ରି ୦୧.୩୧ ରୁ ୦୩.୧୦
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673150488.jpg)