ଅଦ୍ୟତନ ହୋଇଛି
Today Panchang
Advertisment
ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର। ଚନ୍ଦ୍ର – ବୃଷ ରାତ୍ରି ୦୧/୪୪ ଗତେ ମିଥୁନ, ତିଥି- ପୂର୍ଣ୍ଣିମା ଦିବା ୦୯/୩୮ ଗତେ ପ୍ରତିପଦ, ଘାତ ଚନ୍ଦ୍ର- ବିଛା ରାତ୍ରି ୦୧/୪୪ ଗତେ କନ୍ୟା, ଘାତ ବାର – ତୁଳା ,କୁମ୍ଭ, ପୁଷ୍କର ଦୋଷ – ନାସ୍ତି
Advertisment
ଶୁଭ ସମୟ-
ପ୍ରାତଃ ୦୬/୧୨ ରୁ ୦୭/୩୯
ସନ୍ଧ୍ୟା ୦୫/୫୬ ରୁ ୦୯/୨୭
ରାତ୍ରି ୦୧/୧୭ ରୁ ୦୩/୩୫
ରାତ୍ରି ୦୪/୨୮ ରୁ ୦୬/୧୩
ଅଧିକ ପଢ଼ନ୍ତୁ: ସୁଖ ସମୃଦ୍ଧିର ବାଧକ ସାଜିଥାଏ ଏହି ସବୁ ଜିନିଷ ,ଜାଣନ୍ତି କି ?
ଅଶୁଭ ସମୟ-
ଋାହୁକାଳ - ଦିବା ୧୨/୫୯ ରୁ ୦୨/୨୧
କାଳବେଳା - ଦିବା ୦୨/୨୧ ରୁ ୦୩/୪୨
ବାରବେଳା – ଦିବା ୦୩/୪୨ ରୁ ୦୫/୦୩
କାଳରାତ୍ରି – ରାତ୍ରି ୧୧/୩୮ ରୁ ୦୧/୧୭
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670046034.jpg)