Panchang
Advertisment
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୦୮ ତାରିଖ ଶୁକ୍ରବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି – ୧୪ଶୀ ଦିବା ୦୨.୧୨ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ– ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୨୭ ପର୍ଯନ୍ତ ।
Advertisment
ଶୁଭ ସମୟ
ପ୍ରାତଃ- ୦୫.୨୮ ରୁ ୦୬.୧୯
ପ୍ରାତଃ – ୦୭.୧୦ ରୁ ୦୮.୪୦
ଦିବା- ୧୨.୧୭ ରୁ ୦୨.୫୧
ଦିବା – ୦୪.୩୩ ରୁ ୦୬.୧୫
ରାତ୍ରି – ୦୭.୪୫ ରୁ ୦୯.୦୪
ରାତ୍ରି – ୦୧.୪୪ ରୁ ୦୩.୫୯
ଅଶୁଭ ସମୟ
ରାହୁକାଳ - ଦିବା ୧୦.୧୬ ରୁ ୧୧.୫୨
କାଳବେଳା – ଦିବା ୧୦.୧୬ ରୁ ୧୧.୫୨
ବାରବେଳା- ଦିବା ୦୮.୪୦ ରୁ ୧୦.୧୬
କାଳରାତ୍ରି- ରାତ୍ରି ୦୯.୦୪ ରୁ ୧୦.୨୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)