Today Panchang 8th April 2023: ଜାଣନ୍ତୁ ଘାତ ଚନ୍ଦ୍ର ଓ ଘାତ ବାର...ଏହି ସମୟରେ ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ

ସୌର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ, ଶନିବାର, ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି – ୨ୟା ଦିବା ୧୦.୧୧ ଗତେ ୩ୟା, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ ଦିବା ୧୦.୧୧ ଗତେ ୧ପାଦ

Today Panchang

ଶୁଭ ସମୟ...    

ଦିବା ୧୦.୧୬ ରୁ ୦୧.୦୨

ରାତ୍ରି ୦୮.୧୮ ରୁ ୧୦.୩୮
ରାତ୍ରି ୧୨.୧୧ ରୁ ୦୧.୪୪
ରାତ୍ରି ୦୨.୩୧ ରୁ ୦୪.୦୪

ଅଶୁଭ ସମୟ...

ଋାହୁକାଳ – ଦିବା ୦୮.୪୩ ରୁ ୧୦.୧୬ 
କାଳବେଳା – ପ୍ରାତଃ ୦୫.୩୮ ରୁ ୦୭.୧୧ ଓ ଦିବା ୦୪.୨୬ ରୁ ୦୫.୫୯
ବାରବେଳା – ଦିବା ୦୧.୨୧ ରୁ ୦୨.୫୩
କାଳରାତ୍ରି –  ସନ୍ଧ୍ୟା ୦୫.୫୯ ରୁ ୦୭.୨୬ ଓ ରାତ୍ରି ୦୪.୧୦ ରୁ ୦୫.୩୭