Advertisment

Today Panchang 7th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୦୭ ତାରିଖ ଗୁରୁବାର। ଚନ୍ଦ୍ର- ଧନୁ ରାତ୍ରି ୦୮.୧୦ ଗତେ ମକର। ତିଥି – ୧୩ଶୀ ଦିବା ୦୨.୨୮ ଗତେ ୧୪ଶୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୦୮.୧୦ ଗତେ ସିଂହ ରାଶିର। ଘାତବାର –  ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ– ଦିବା ୦୨.୦୦ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

author-image
Deepak Acharya
undefined

Panchang

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୦୭ ତାରିଖ ଗୁରୁବାର। ଚନ୍ଦ୍ର- ଧନୁ ରାତ୍ରି ୦୮.୧୦ ଗତେ ମକର। ତିଥି – ୧୩ଶୀ ଦିବା ୦୨.୨୮ ଗତେ ୧୪ଶୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୦୮.୧୦ ଗତେ ସିଂହ ରାଶିର। ଘାତବାର –  ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ– ଦିବା ୦୨.୦୦ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

Advertisment

ଶୁଭ ସମୟ –

ପ୍ରାତଃ- ୦୫.୨୮ ରୁ ୦୭.୧୦
ଦିବା- ୧୦.୩୫ ରୁ ୦୧.୦୯
ରାତ୍ରି – ୦୨.୨୯ ରୁ ୦୩.୧୪

ଅଶୁଭ ସମୟ - 

ରାହୁକାଳ - ଦିବା ୦୧.୨୮ ରୁ ୦୩.୦୪
କାଳବେଳା – ଦିବା ୦୩.୦୪ ରୁ ୦୪.୪୦
ବାରବେଳା- ଦିବା ୦୪.୪୦ ରୁ ୦୬.୧୬
କାଳରାତ୍ରି- ରାତ୍ରି ୧୧.୫୨ ରୁ ୦୧.୧୬

Astrological Prediction Astrology Panchang
Advertisment
Advertisment