Today Panchang 7th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ କ୍ରୟ କରନ୍ତୁ ନୂତନ ଦ୍ରବ୍ୟ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଶୁକ୍ରବାର । ଚନ୍ଦ୍ର – ତୁଳା ଅହୋରାତ୍ର,ତିଥି – ପ୍ରତିପଦ ଦିବା ୧୦.୨୧ ଗତେ ୨ୟା ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ବିଛା , ଧନୁ ଓ ମୀନ,ପୁଷ୍କର ଦୋଷ – ଦିବା ୧୦.୨୧ ଗତେ ୧ପାଦ - ପଶୁସମ୍ପଦ ନାଶ- ଅନ୍ନଦାନ ।

ଶୁଭ ସମୟ:

ପ୍ରାତଃ ୦୫.୩୯ ରୁ ୦୬.୨୮

ପ୍ରାତଃ ୦୭.୧୭ ରୁ ୦୮.୪୪

ଦିବା ୦୪.୨୦ ରୁ ୦୫.୫୮

ରାତ୍ରି ୦୭.୩୨ ରୁ ୦୮.୫୩

ରାତ୍ରି ୦୧.୪୫ ରୁ ୦୪.୦୫

ଅଶୁଭ ସମୟ:

ଋାହୁକାଳ – ଦିବା ୧୦.୧୬ ରୁ ୧୧.୪୯

କାଳବେଳା – ଦିବା ୧୦.୧୬ ରୁ ୧୧.୪୯

ବାରବେଳା – ଦିବା ୦୮.୪୪ ରୁ ୧୦.୧୬

କାଳରାତ୍ରି – ରାତ୍ରି ୦୮.୫୩ ରୁ ୧୦.୨୧