Panchang
ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ। ଇଂରାଜୀ ୦୬ ତାରିଖ ଶନିବାର । ଚନ୍ଦ୍ର- ମକର ଦିବା ୧୧.୨୦ ଗତେ କୁମ୍ଭ । ତିଥି –୧୪ଶୀ ରାତ୍ରି ୦୧.୪୧ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର – ସିଂହ ରାଶିର,ଦିବା ୧୧.୨୦ ଗତେ ମିଥୁନ ଓ ମୀନ ରାଶିର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ଦିବା – ୧୦.୧୨ ରୁ ୧୨.୫୮
ରାତ୍ରି – ୦୮.୧୪ ରୁ ୧୦.୩୪
ରାତ୍ରି – ୧୨.୦୮ ରୁ ୦୧.୪୨
ରାତ୍ରି – ୦୨.୨୮ ରୁ ୦୪.୦୨
ଅଶୁଭ ସମୟ -
ରାହୁକାଳ - ଦିବା ୦୮.୪୦ ରୁ ୧୦.୧୨
କାଳବେଳା – ପ୍ରାତଃ ୦୫.୩୫ ରୁ ୦୭.୦୮ ଓ ଦିବା ୦୪.୨୧ ରୁ ୦୫.୫୩
ବାରବେଳା- ଦିବା ୦୧.୧୭ ରୁ ୦୨.୪୯
କାଳରାତ୍ରି- ସନ୍ଧ୍ୟା ୦୫.୫୩ ରୁ ୦୭.୨୧ ଓ ରାତ୍ରି ୦୪.୦୮ ରୁ ୦୫.୩୬
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)