Today Panchang 6th June 2023: ଜାଣନ୍ତୁ ଆଜିର ଋାହୁକାଳ, ଏହି ସମୟରେ ରୁହନ୍ତୁ ସତର୍କ...

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ ମଙ୍ଗଳବାର । ଚନ୍ଦ୍ର – ଧନୁ ନିଶାନ୍ତ ୦୪.୪୦ ଗତେ ମକର,ତିଥି – ୩ୟା ରାତ୍ରି ୧୨.୫୦ ଗତେ ୪ର୍ଥୀ । ଘାତ ଚନ୍ଦ୍ର – ତୁଳା , କୁମ୍ଭ ନିଶାନ୍ତ ୦୪.୪୦ ଗତେ ସିଂହ,ଘାତ ବାର – ମକର,ପୁଷ୍କର ଦୋଷ – ୧ ପାଦ- କୃଷିହାନି – ଭୂମିଦାନ ରାତ୍ରି ୧୧.୧୩ ଗତେ ୨ପାଦ-କୃଷି ଓ ବଂଶହାନି

ଶୁଭ ସମୟ:

ପ୍ରାତଃ ୦୫.୧୦ ରୁ ୦୬.୪୯

ଦିବା ୦୯.୩୩ ରୁ ୧୨.୧୧

ଦିବା ୦୪.୧୧ ରୁ ୦୫.୨୭

ଦିବା ୦୯.୦୨ ରୁ ୦୯.୫୬

ରାତ୍ରି ୧୨.୧୭ ରୁ ୦୨.୧୭

ଅଶୁଭ ସମୟ:

ଋାହୁକାଳ – ଦିବା ୦୩.୦୨ ରୁ ୦୪.୪୧

କାଳବେଳା – ଦିବା ୦୧.୨୩ ରୁ ୦୩.୦୨

ବାରବେଳା – ପ୍ରାତଃ ୦୬.୪୯ ରୁ ୦୮.୨୮

କାଳରାତ୍ରି – ରାତ୍ରି ୦୭.୪୧ ରୁ ୦୯.୦୨