Today Panchang 6th Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଯାନବାହାନ କ୍ରୟ କରନ୍ତୁ

ସୈାର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ସୋମବାର। ଚନ୍ଦ୍ର – କର୍କଟ ଦିବା ୦୩.୦୩ ଗତେ ସିଂହ,ତିଥି – ପ୍ରତିପଦ ରାତ୍ରି ୦୨.୧୮ ଗତେ ୨ୟା,ଘାତ ଚନ୍ଦ୍ର – ଦିବା ୦୩.୦୩ ଗତେ କର୍କଟ ଓ ମକର,ଘାତ ବାର- ମିଥୁନ ,ପୁଷ୍କର ଦୋଷ – ରାତ୍ରି ୦୨.୧୮ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ।

ଶୁଭ ସମୟ:

ଅଧିକ ପଢ଼ନ୍ତୁ: ୪ ପ୍ରକାରର ଭୂମି ମିଳେ; ଆସନ୍ତୁ ଜାଣିବା କେଉଁ ଭୂମି କି ଫଳ ଦିଏ...

ଅଶୁଭ ସମୟ: