/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୦୬ ତାରିଖ ବୁଧବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି – ୧୨ଶୀ ଦିବା ୦୨.୦୮ ଗତେ ୧୩ଶୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର – କର୍କଟ ରାଶିର । ପୁଷ୍କର ଦୋଷ– ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ଦିବା ୦୨.୦୮ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ –
ପ୍ରାତଃ- ୦୫.୨୭ ରୁ ୦୭.୧୦
ଦିବା- ୧୦.୧୬ ରୁ ୧୧.୨୬
ଦିବା – ୦୨.୦୦ ରୁ ୦୫.୨୫
ସନ୍ଧ୍ୟା – ୦୭.୦୧ ରୁ ୧୦.୪୫
ରାତ୍ରି – ୦୧.୪୪ ରୁ ୦୨.୪୦
ରାତ୍ରି – ୦୪.୦୪ ରୁ ୦୫.୨୮
ଅଶୁଭ ସମୟ -
ରାହୁକାଳ - ଦିବା ୧୧.୫୨ ରୁ ୦୧.୨୮
କାଳବେଳା – ଦିବା ୦୮.୪୦ ରୁ ୧୦.୧୬
ବାରବେଳା- ଦିବା ୧୧.୫୨ ରୁ ୦୧.୨୮
କାଳରାତ୍ରି- ରାତ୍ରି ୦୨.୪୦ ରୁ ୦୪.୦୪
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)