ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ଶୁକ୍ରବାର । ଚନ୍ଦ୍ର – ତୁଳା ଅହୋରାତ୍ର,ତିଥି – ପୂର୍ଣ୍ଣିମା ରାତ୍ରି ୧୧.୦୩ ଗତେ ପ୍ରତିପଦ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ରାତ୍ରି ୦୯.୩୮ ଗତେ ୧ ପାଦ- କୁଟୁମ୍ଭହାନି – ତିଳକାଞନ ଦାନ
Also Read
ଶୁଭ ସମୟ:
- ପ୍ରାତଃ ୦୫.୧୯ ରୁ ୦୬.୧୦
- ପ୍ରାତଃ ୦୭.୦୧ ରୁ ୦୮.୩୧
- ଦିବା ୧୨.୦୯ ରୁ ୦୨.୪୨
- ଦିବା ୦୪.୨୫ ରୁ ୦୬.୦୭
- ରାତ୍ରି ୦୭.୩୭ ରୁ ୦୮.୫୫
- ରାତ୍ରି ୦୧.୩୫ ରୁ ୦୩.୪୯
ଅଧିକ ପଢ଼ନ୍ତୁ: ଶୋଇବା ଘରକୁ ଲାଗି ପାଇଖାନା ଥିଲେ କ’ଣ କରିବେ ପ୍ରତିକାର, ଜାଣନ୍ତୁ...
ଅଶୁଭ ସମୟ:
- ଋାହୁକାଳ – ଦିବା ୧୦.୦୭ ରୁ ୧୧.୪୩
- କାଳବେଳା – ଦିବା ୧୦.୦୭ ରୁ ୧୧.୪୩
- ବାରବେଳା – ଦିବା ୦୮.୩୧ ରୁ ୧୦.୦୭
- କାଳରାତ୍ରି – ରାତ୍ରି ୦୮.୫୫ ରୁ ୧୦.୧୯