Today Panchang 5th Feb 2023: ଶୁଭ ମୁହୂର୍ତ୍ତ ଦେଖି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ

ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ, ରବିବାର ଚନ୍ଦ୍ର – କର୍କଟ ଅହୋରାତ୍ର ତିଥି – ପୂର୍ଣ୍ଣିମା ରାତ୍ରି ୧୧.୫୮ ଗତେ ପ୍ରତିପଦ ଘାତ ଚନ୍ଦ୍ର – ନାସ୍ତି ଘାତ ବାର- ମେଷ ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Today Panchang

ଶୁଭ ସମୟ...

ପ୍ରାତଃ ୦୬.୨୪ ରୁ ୧୦.୦୮
ଦିବା ୦୧.୨୪ ରୁ ୦୧.୫୨
ସନ୍ଧ୍ୟା ୦୬.୨୮ ରୁ ୦୯.୦୧

ରାତ୍ରି ୧୨.୨୬ ରୁ ୦୧.୩୬
ରାତ୍ରି ୦୩.୧୨ ରୁ ୦୩.୫୦

ଅଶୁଭ ସମୟ...

ଋାହୁକାଳ - ଦିବା ୦୪.୧୨ ରୁ ୦୫.୩୭ 
କାଳବେଳା – ଦିବା ୧୨.୦୦ ରୁ ୦୧.୨୪
ବାରବେଳା – ଦିବା ୧୦.୩୬ ରୁ ୧୨.୦୦
କାଳରାତ୍ରି – ରାତ୍ରି ୦୧.୩୬ ରୁ ୦୩.୧୨