Today Panchang 5th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୮ମୀ ରାତ୍ରି ୧୨.୩୭ ଗତେ ୯ମୀ ।

Today Panchang 1st Dec 2023

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୮ମୀ ରାତ୍ରି ୧୨.୩୭ ଗତେ ୯ମୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୩.୩୭ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ

ପ୍ରାତଃ- ୦୬.୧୦ ରୁ ୦୬.୫୪

ଦିବା- ୦୮.୫୩ ରୁ ୧୧.୧୫

ସନ୍ଧ୍ୟା- ୦୫.୦୩ ରୁ ୦୬.୪୧

ରାତ୍ରି- ୦୮.୨୦ ରୁ ୦୮.୩୩

ରାତ୍ରି- ୦୯.୨୫ ରୁ ୧୨.୦୩

ରାତ୍ରି- ୦୧.୪୮ ରୁ ୦୩.୩୩

ରାତ୍ରି- ୦୪.୨୬ ରୁ ୦୬.୧୧

ଅଶୁଭ ସମୟ

ରାହୁକାଳ - ଦିବା ୦୨.୨୦ ରୁ ୦୩.୪୧

କାଳବେଳା- ଦିବା ୧୨.୫୮ ରୁ ୦୨.୨୦

ବାରବେଳା- ପ୍ରାତଃ ୦୭.୩୨ ରୁ ୦୮.୫୩

କାଳରାତ୍ରି- ସନ୍ଧ୍ୟା ୦୬.୪୧ ରୁ ୦୮.୨୦