/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଦିବା ୧୧.୨୧ ଗତେ ଧନୁ । ତିଥି- ୧୧ଶୀ ଦିବା ୦୧.୧୨ ଗତେ ୧୨ଶୀ । ଘାତଚନ୍ଦ୍ର - ଦିବା ୧୧.୨୧ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୧.୧୨ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
Advertisment
ଶୁଭ ସମୟ-
ଦିବା – ୦୮.୪୦ ରୁ ୧୦.୩୫
ଦିବା – ୦୧.୦୯ ରୁ ୦୧.୨୮
ଦିବା – ୦୪.୪୧ ରୁ ୦୫.୨୬
ସନ୍ଧ୍ୟା- ୦୬.୧୭ ରୁ ୦୭.୦୨
ରାତ୍ରି – ୦୯.୧୬ ରୁ ୧୧.୩୦
ରାତ୍ରି – ୦୧.୪୪ ରୁ ୦୩.୧୩
ଅଶୁଭ ସମୟ-
ରାହୁକାଳ- ଦିବା ୦୩.୦୫ ରୁ ୦୪.୪୧
କାଳବେଳା- ଦିବା ୦୧.୨୮ ରୁ ୦୩.୦୫
ବାରବେଳା- ପ୍ରାତଃ ୦୭.୦୩ ରୁ ୦୮.୪୦
କାଳରାତ୍ରି- ରାତ୍ରି ୦୭.୪୧ ରୁ ୦୯.୦୫
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)