ଅଦ୍ୟତନ ହୋଇଛି
Today Panchang
Advertisment
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ସିଂହ ଦିବା ୦୪.୦୫ ଗତେ କନ୍ୟା,ତିଥି – ୧୩ଶୀ ଦିବା ୦୮.୦୫ ଗତେ ୧୪ଶୀ ,ଘାତ ଚନ୍ଦ୍ର – କର୍କଟ, ମକର ଦିବା ୦୪.୦୫ ଗତେ ବୃଷ,ଘାତ ବାର – ମକର,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ୦୯.୩୫ ଗତେ ୨ପାଦ ।
Advertisment
ଶୁଭ ସମୟ:
ଦିବା ୦୮.୪୫ ରୁ ୧୦.୩୬
ଦିବା ୦୧.୦୩ ରୁ ୦୧.୨୧
ଦିବା ୦୪.୨୫ ରୁ ୦୫.୦୮
ସନ୍ଧ୍ୟା ୦୫.୫୭ ରୁ ୦୬.୪୪
ରାତ୍ରି ୦୧.୪୬ ରୁ ୦୩.୨୦
ଅଧିକ ପଢ଼ନ୍ତୁ: ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ
ଅଶୁଭ ସମୟ:
ଋାହୁକାଳ – ଦିବା ୦୨.୫୩ ରୁ ୦୪.୨୫
କାଳବେଳା – ଦିବା ୦୧.୨୧ ରୁ ୦୨.୫୩
ବାରବେଳା – ପ୍ରାତଃ ୦୭.୧୩ ରୁ ୦୮.୪୫
କାଳରାତ୍ରି – ସନ୍ଧ୍ୟା ୦୭.୨୫ ରୁ ୦୮.୫୩
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680576021.jpg)