ଅଦ୍ୟତନ ହୋଇଛି
Today Panchang
Advertisment
ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ଗୁରୁବାର। ଚନ୍ଦ୍ର – କୁମ୍ଭ ଅହୋରାତ୍ର, ତିଥି- ୧୦ମୀ ରାତ୍ରି ୦୭/୩୦ ଗତେ ୧୧ଶୀ, ଘାତ ଚନ୍ଦ୍ର- ମିଥୁନ ଓ ମୀନ ଅହୋରାତ୍ର, ଘାତ ବାର – ତୁଳା ଓ କୁମ୍ଭ, ପୁଷ୍କର ଦୋଷ – ରାତ୍ରି ୧୨/୪୯ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ
Advertisment
ଶୁଭ ସମୟ-
ପ୍ରାତଃ ୦୫/୫୨ ରୁ ୦୭/୨୨
ସନ୍ଧ୍ୟା ୦୫/୫୮ ରୁ ୦୯/୨୨
ରାତ୍ରି ୦୧/୦୫ ରୁ ୦୩/୧୯
ରାତ୍ରି ୦୪/୧୦ ରୁ ୦୫/୫୨
ଅଧିକ ପଢ଼ନ୍ତୁ: Daily Horoscope 3rd Nov 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ
ଅଶୁଭ ସମୟ-
ଋାହୁକାଳ - ଦିବା ୧୨/୫୪ ରୁ ୦୨/୧୮
କାଳବେଳା - ଦିବା ୦୨/୧୮ ରୁ ୦୩/୪୩
ବାରବେଳା – ଦିବା ୦୩/୪୩ ରୁ ୦୫/୦୭
କାଳରାତ୍ରି - ରାତ୍ରି ୧୧/୩୦ ରୁ ୦୧/୦୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667362266.jpg)