Today Panchang 3rd Jan 2023: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ କେଉଁ ମୁହୂର୍ତ୍ତ ହେବ ଆପଣଙ୍କ ପାଇଁ ଶୁଭ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ମଙ୍ଗଳବାର । ଚନ୍ଦ୍ର – ବୃଷ (ଅହୋରାତ୍ର),ତିଥି- ୧୨ଶୀ ରାତ୍ରି ୧୦.୦୨ ଗତେ ୧୩ଶୀ,ଘାତ ଚନ୍ଦ୍ର- ବିଛା (ଅହୋରାତ୍ର).ଘାତ ବାର – ମକର,ପୁଷ୍କର ଦୋଷ – ୩ ପାଦ – କୃଷି, ପଶୁ ଓ ବଂଶହାନି ଭୂମି- ଅନ୍ନ ଓ ତିଳକାଞନ ଦାନ ଦିବା ୦୪.୨୫ ଗତେ ୨ ପାଦ ।

ଶୁଭ ସମୟ:

ପ୍ରାତଃ ୦୬.୨୫ ରୁ ୦୭.୦୯

ଦିବା ୦୯.୦୮ ରୁ ୧୧.୨୯

ସନ୍ଧ୍ୟା ୦୫.୧୬ ରୁ ୦୬.୫୪

ରାତ୍ରି ୦୯.୩୯ ରୁ ୧୨.୧୭

ରାତ୍ରି ୦୨.୦୨ ରୁ ୦୩.୪୮

ଅଧିକ ପଢ଼ନ୍ତୁ: ଆପଣ ଘର ତିଆରି ପାଇଁ ଢାଲୁ ଜମି କିଣିଛନ୍ତି କି; ଏହା ଶୁଭ ନା ଅଶୁଭ ଜାଣନ୍ତୁ

ଅଶୁଭ ସମୟ:

ଋାହୁକାଳ - ଦିବା ୦୨.୩୩ ରୁ ୦୩.୫୪

କାଳବେଳା – ଦିବା ୦୧.୧୨ ରୁ ୦୨.୩୩

ବାରବେଳା – ପ୍ରାତଃ ୦୭.୪୭ ରୁ ୦୯.୦୮

କାଳରାତ୍ରି – ସନ୍ଧ୍ୟା ୦୬.୫୪ ରୁ ୦୮.୩୩