ଅଦ୍ୟତନ ହୋଇଛି
panchang
Advertisment
ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ସୋମବାର । ଚନ୍ଦ୍ର – ଧନୁ ଦିବା ୧୧/୨୩ ଗତେ ମକର ତିଥି- ୭ମୀ ରାତ୍ରି ୦୧/୧୧ ଗତେ ୮ମୀ ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ଦିବା ୧୧/୨୩ ଗତେ ସିଂହ ଘାତ ବାର – ମିଥୁନ ପୁଷ୍କର ଦୋଷ – ୨ ପାଦ ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ ରାତ୍ରି ୦୧/୧୧ ଗତେ ୧ ପାଦ
Advertisment
ଶୁଭ ସମୟ:
ପ୍ରାତଃ ୦୫/୫୦ ରୁ ୦୭/୧୫
ଦିବା ୦୮/୫୧ ରୁ ୧୧/୦୭
ରାତ୍ରି ୦୭/୪୧ ରୁ ୦୯/୫୫
ରାତ୍ରି ୦୨/୨୮ ରୁ ୦୩/୧୯
ଅଧିକ ପଢ଼ନ୍ତୁ: Daily Horoscope 31st Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି
ଅଶୁଭ ସମୟ:
ଋାହୁକାଳ - ପ୍ରାତଃ ୦୩/୧୫ ରୁ ୦୮/୪୦
କାଳବେଳା – ପ୍ରାତଃ ୦୩/୧୫ ରୁ ୦୮/୪୦
ବାରବେଳା – ଦିବା ୦୨/୧୯ ରୁ ୦୩/୪୪
କାଳରାତ୍ରି – ରାତ୍ରି ୦୯/୫୫ ରୁ ୧୧/୩୦
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/panchang_1667190851.jpg)