Today Panchang 31st May 2023: ଜାଣନ୍ତୁ ଆଜିର ଋାହୁକାଳ, ଏହି ସମୟରେ ରୁହନ୍ତୁ ସତର୍କ...

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ବୁଧବାର । ଚନ୍ଦ୍ର – କନ୍ୟା ସନ୍ଧ୍ୟା ୦୬.୨୯ ଗତେ ତୁଳା, ତିଥି – ୧୧ଶୀ ଦିବା ୦୧.୪୬ ଗତେ ୧୨ଶୀ ,ଘାତ ଚନ୍ଦ୍ର – ବୃଷ ସନ୍ଧ୍ୟା ୦୬.୨୯ ପର୍ଯ୍ୟନ୍ତ,ଘାତ ବାର – କର୍କଟ,ପୁଷ୍କର ଦୋଷ – ଦିବା ୦୧.୪୬ ଗତେ ୧ ପାଦ- ପଶୁସମ୍ପଦନାଶ- ଅନ୍ନଦାନ

ଶୁଭ ସମୟ:

ଦିବା ୦୭.୪୮ ରୁ ୦୮.୨୭

ଦିବା ୧୦.୦୬ ରୁ ୧୧.୧୮

ସନ୍ଧ୍ୟା ୦୬.୧୭ ରୁ ୦୯.୫୫

ରାତ୍ରି ୧୨.୦୬ ରୁ ୦୧.୩୩

ଅଶୁଭ ସମୟ:

ଋାହୁକାଳ – ଦିବା ୧୧.୪୪ ରୁ ୦୧.୨୨

କାଳବେଳା – ଦିବା ୦୮.୨୭ ରୁ ୧୦.୦୬

ବାରବେଳା – ଦିବା ୧୧.୪୪ ରୁ ୦୧.୨୨

କାଳରାତ୍ରି – ରାତ୍ରି ୦୨.୨୭ ରୁ ୦୩.୪୯