Advertisment

Today Panchang 31st July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୩୧ ତାରିଖ ଗୁରୁବାର । ଚନ୍ଦ୍ର- କନ୍ୟା ଦିବା ୧୧.୧୫ ଗତେ ତୁଳା । ତିଥି- ୭ମୀ ନିଶାନ୍ତ ୦୪.୫୮ ଗତେ ୮ମୀ । ଘାତଚନ୍ଦ୍ର - ବୃଷ ରାଶିର ଦିବା ୧୧.୧୫ ପର୍ଯ୍ୟନ୍ତ । ଘାତବାର- ତୁଳ ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ନିଶାନ୍ତ ୦୪.୫୮ ପର୍ଯ୍ୟନ୍ତ ।

author-image
Deepak Acharya
undefined

Panchang

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୩୧ ତାରିଖ ଗୁରୁବାର । ଚନ୍ଦ୍ର- କନ୍ୟା ଦିବା ୧୧.୧୫ ଗତେ ତୁଳା । ତିଥି- ୭ମୀ ନିଶାନ୍ତ ୦୪.୫୮ ଗତେ ୮ମୀ । ଘାତଚନ୍ଦ୍ର - ବୃଷ ରାଶିର ଦିବା ୧୧.୧୫ ପର୍ଯ୍ୟନ୍ତ । ଘାତବାର- ତୁଳ ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ନିଶାନ୍ତ ୦୪.୫୮ ପର୍ଯ୍ୟନ୍ତ ।

Advertisment

ଶୁଭ ସମୟ-

ପ୍ରାତଃ – ୦୫.୨୫ ରୁ ୦୭.୦୯
ଦିବା- ୧୦.୩୫ ରୁ ୦୧.୧୦
ରାତ୍ରି- ୦୨.୨୮ ରୁ ୦୩.୧୨

ଅଶୁଭ ସମୟ-

ରାହୁକାଳ- ଦିବା ୦୧.୨୯ ରୁ ୦୩.୦୬
କାଳବେଳା- ଦିବା ୦୩.୦୬ ରୁ ୦୪.୪୩
ବାରବେଳା- ଦିବା ୦୪.୪୩ ରୁ ୦୬.୨୦
କାଳରାତ୍ରି- ରାତ୍ରି ୧୧.୫୩ ରୁ ୦୧.୧୬

Astrological Prediction Astrology Panchang
Advertisment
Advertisment