Advertisment

Today Panchang 31st Jan 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang 31st Jan 2023

Today Panchang

Advertisment

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ମଙ୍ଗଳବାର ।ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ୧୦ମୀ ଦିବା ୧୧.୫୪ ଗତେ ୧୧ଶୀ,ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର- ମକର ,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ।

Advertisment

ଶୁଭ ସମୟ:

  • ଦିବା ୦୯.୧୩ ରୁ ୧୦.୫୩
  • ଦିବା ୦୧.୦୬ ରୁ ୦୧.୨୩
  • ସନ୍ଧ୍ୟା ୦୫.୩୪ ରୁ ୦୬.୨୫
  • ରାତ୍ରି ୦୮.୫୯ ରୁ ୧୧.୩୪
  • ରାତ୍ରି ୦୨.୦୮ ରୁ ୦୩.୫୧

ଅଧିକ ପଢ଼ନ୍ତୁ: ଆପଣ ଘର ତିଆରି ପାଇଁ ଢାଲୁ ଜମି କିଣିଛନ୍ତି କି; ଏହା ଶୁଭ ନା ଅଶୁଭ ଜାଣନ୍ତୁ

Advertisment

ଅଶୁଭ ସମୟ:

  • ଋାହୁକାଳ - ଦିବା ୦୨.୪୭ ରୁ ୦୪.୧୦
  • କାଳବେଳା – ଦିବା ୦୧.୨୩ ରୁ ୦୨.୪୭
  • ବାରବେଳା – ପ୍ରାତଃ ୦୭.୪୯ ରୁ ୦୯.୧୩
  • କାଳରାତ୍ରି – ସନ୍ଧ୍ୟା ୦୭.୧୦ ରୁ ୦୮.୪୭
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ