Today Panchang 31st Dec 2022: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ ବର୍ଷର ଶେଷଦିନରେ କେଉଁ ମୁହୂର୍ତ୍ତ ହେବ ଶୁଭ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ  ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ  ଶନିବାର । ଚନ୍ଦ୍ର  – ମୀନ ଦିବା ୧୧.୪୮ ଗତେ ମେଷ,ତିଥି- ୯ମୀ ସନ୍ଧ୍ୟା ୦୬.୩୩ ଗତେ ୧୦ମୀ,ଘାତ ଚନ୍ଦ୍ର-  ଧନୁ ଦିବା ୧୧.୪୮ ଗତେ ମେଷ,ଘାତ ବାର –  ବୃଷ , ସିଂହ ଓ କନ୍ୟା ,ପୁଷ୍କର,ଦୋଷ – ୧ପାଦ -କୃଷିହାନି- ଭୂମିଦାନ ।

ଶୁଭ ସମୟ:

ପ୍ରାତଃ ୦୭.୫୧ ରୁ ୦୯.୦୭

ଦିବା ୧୨.୧୧ ରୁ ୦୧.୧୦

ଦିବା ୦୨.୩୧ ରୁ ୦୩.୫୩

ରାତ୍ରି ୦୨.୫୪ ରୁ ୦୩.୪୬

ଅଶୁଭ ସମୟ:

ଋାହୁକାଳ - ଦିବା ୦୯.୦୭ ରୁ ୧୦.୨୮

କାଳବେଳା - ଦିବା ୦୩.୫୩ ରୁ ୦୫.୧୪

ବାରବେଳା – ଦିବା ୦୧.୧୦ ରୁ ୦୨.୩୧

କାଳରାତ୍ରି – ସନ୍ଧ୍ୟା ୦୫.୧୪ ରୁ ୦୬.୫୩