/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୩୧ ତାରିଖ ରବିବାର । ଚନ୍ଦ୍ର- ବିଛା ଅହୋରାତ୍ର । ତିଥି- ୮ମୀ ରାତ୍ରି ୧୨.୫୮ ଗତେ ୯ମୀ । ଘାତଚନ୍ଦ୍ର – ନାସ୍ତି । ଘାତବାର- ମେଷ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭ ସମୟ-
ପ୍ରାତଃ – ୦୫.୩୪ ରୁ ୦୯.୪୨
ଦିବା – ୦୧.୧୯ ରୁ ୦୧.୫୦
ସନ୍ଧ୍ୟା – ୦୬.୪୫ ରୁ ୦୯.୦୪
ରାତ୍ରି – ୧୨.୧୦ ରୁ ୦୧.୧୩
ରାତ୍ରି – ୦୨.୪୦ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ- ଦିବା ୦୪.୨୬ ରୁ ୦୫.୫୯
କାଳବେଳା- ଦିବା ୧୧.୪୬ ରୁ ୦୧.୧୯
ବାରବେଳା- ଦିବା ୧୦.୧୩ ରୁ ୧୧.୪୬
କାଳରାତ୍ରି- ରାତ୍ରି ୦୧.୧୩ ରୁ ୦୨.୪୦
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)