Advertisment

Today Panchang 31st August 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୩୧ ତାରିଖ,ଗୁରୁବାର...ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଅଦ୍ୟତନ ହୋଇଛି
Panchang Today 31st August 2023

Today Panchang

Advertisment

ସୌର  ସିଂହ  ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୩୧ ତାରିଖ,ଗୁରୁବାର, ଚନ୍ଦ୍ର- କୁମ୍ଭ ଅହୋରାତ୍ର ତିଥି – ପୂର୍ଣମା ପ୍ରାତଃ ୦୭.୦୫ ଗତେ ପ୍ରତିପଦ ରାତ୍ରି ୦୩.୧୯ ଗତେ ୨ୟା ଘାତ ଚନ୍ଦ୍ର-  ମିଥୁନ ଓ ମୀନ ରାଶିର ଅହୋରାତ୍ର ଘାତ ବାର –  ତୁଳା ଓ କୁମ୍ଭ

Advertisment

ଶୁଭ ସମୟ... 

ପ୍ରାତଃ – ୦୫.୩୪ ରୁ ୦୭.୧୩     
ଦିବା – ୧୦.୩୨ ରୁ ୦୧.୦୧ 
ରାତ୍ରି -  ୦୨.୨୯ ରୁ ୦୩.୧୫

ଅଶୁଭ ସମୟ...

ଋାହୁକାଳ – ଦିବା ୦୧.୨୦ ରୁ ୦୨.୫୩
କାଳବେଳା – ଦିବା ୦୨.୫୩ ରୁ ୦୪.୨୬
ବାରବେଳା –  ଦିବା ୦୪.୨୬ ରୁ ୦୫.୫୯
କାଳ ରାତ୍ରି –  ରାତ୍ରି ୧୧.୪୭ ରୁ ୦୧.୧୪

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ