Advertisment

Today Panchang 30th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ବୁଧବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୦୨.୪୧ ଗତେ ୭ମୀ । ଘାତଚନ୍ଦ୍ର - ବୃଷ ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ – ରାତ୍ରି ୦୨.୪୧ ଗତେ  ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।

author-image
Deepak Acharya
undefined

Panchang

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ବୁଧବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୦୨.୪୧ ଗତେ ୭ମୀ । ଘାତଚନ୍ଦ୍ର - ବୃଷ ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ – ରାତ୍ରି ୦୨.୪୧ ଗତେ  ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ । 

Advertisment

ଶୁଭ ସମୟ-

ପ୍ରାତଃ – ୦୫.୨୫ ରୁ ୦୭.୦୮
ଦିବା- ୧୦.୧୬ ରୁ ୧୧.୨୭
ଦିବା – ୦୨.୦୨ ରୁ ୦୫.୨୮
ସନ୍ଧ୍ୟା – ୦୭.୦୪ ରୁ ୧୦.୪୬
ରାତ୍ରି- ୦୧.୪୪ ରୁ ୦୨.୩୯
ରାତ୍ରି- ୦୪.୦୨ ରୁ ୦୫.୨୫

ଅଶୁଭ ସମୟ-

ରାହୁକାଳ- ଦିବା ୧୧.୫୩ ରୁ ୦୧.୨୯
କାଳବେଳା- ଦିବା ୦୮.୩୯ ରୁ ୧୦.୧୬
ବାରବେଳା- ଦିବା ୧୧.୫୩ ରୁ ୦୧.୨୯
କାଳରାତ୍ରି- ରାତ୍ରି ୦୨.୩୯ ରୁ ୦୪.୦୨

Advertisment
Astrological Prediction Astrology Panchang
Advertisment
Advertisment