/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର- ତୁଳା ପ୍ରାତଃ ୦୭.୫୨ ଗତେ ବିଛା । ତିଥି- ୭ମୀ ରାତ୍ରି ୧୦.୪୬ ଗତେ ୮ମୀ । ଘାତଚନ୍ଦ୍ର – ନାସ୍ତି । ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୩ପାଦ-କୃଷି , ପଶୁ ଓ ବଂଶହାନି- ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୨.୩୭ ଗତେ ୨ପାଦ- କୃଷି ଓ ପଶୁଦାନ-ଭୂମି ଓ ଅନ୍ନଦାନ ରାତ୍ରି ୧୦.୪୬ ଗତେ ୧ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ-
ଦିବା – ୧୦.୧୩ ରୁ ୦୧.୦୧
ରାତ୍ରି – ୦୮.୧୮ ରୁ ୧୦.୩୭
ରାତ୍ରି – ୧୨.୧୦ ରୁ ୦୧.୪୩
ରାତ୍ରି – ୦୨.୨୯ ରୁ ୦୪.୦୧
ଅଶୁଭ ସମୟ-
ରାହୁକାଳ- ଦିବା ୦୮.୪୦ ରୁ ୧୦.୧୩
କାଳବେଳା- ପ୍ରାତଃ ୦୫.୩୪ ରୁ ୦୭.୦୭ ଓ ଦିବା ୦୪.୨୬ ରୁ ୦୬.୦୦
ବାରବେଳା- ଦିବା ୦୧.୨୦ ରୁ ୦୨.୫୩
କାଳରାତ୍ରି- ସନ୍ଧ୍ୟା ୦୬.୦୦ ରୁ ୦୭.୨୬ ଓ ରାତ୍ରି ୦୪.୦୭ ରୁ ୦୫.୩୪
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)