Panchang Today 30th August 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୩୦ ତାରିଖ ବୁଧବାର ।

Panchang

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୩୦ ତାରିଖ ବୁଧବାର । ଚନ୍ଦ୍ର – ମକର ଦିବା ୧୦.୧୮ ଗତେ କୁମ୍ଭ । ତିଥି – ୧୪ଶୀ ଦିବା ୧୦.୫୮ ଗତେ ପୂର୍ଣମା । ଘାତ ଚନ୍ଦ୍ର - ସିଂହ ରାଶି, ଦିବା ୧୦.୧୮ ଗତେ ମିଥୁନ ଓ ମୀନ । ଘାତ ବାର – କର୍କଟ । ପୁଷ୍କର ଦୋଷ – ନାସ୍ତି ।

ଶୁଭ ସମୟ

ପ୍ରାତଃ – ୦୫.୩୪ ରୁ ୦୭.୧୩

ଦିବା – ୧୦.୧୪ ରୁ ୧୧.୨୨

ଦିବା – ୦୧.୫୧ ରୁ ୦୫.୧୦

ସନ୍ଧ୍ୟା – ୦୬.୪୬ ରୁ ୧୦.୩୮

ରାତ୍ରି – ୦୧.୪୩ ରୁ ୦୨.୪୦

ରାତ୍ରି –୦୪.୦୭ ରୁ ୦୫.୩୪

ଅଧିକ ପଢ଼ନ୍ତୁ: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ

ଅଶୁଭ ସମୟ

ରାହୁକାଳ - ଦିବା ୧୧.୪୭ ରୁ ୦୧.୨୦

କାଳ ବେଳା - ଦିବା ୦୮.୪୦ ରୁ ୧୦.୧୪

ବାର ବେଳା – ଦିବା ୧୧.୪୭ ରୁ ୦୧.୨୦

କାଳରାତ୍ରି – ରାତ୍ରି ୦୨.୪୦ ରୁ ୦୪.୦୭