Today Panchang
ସୌର ସିଂହମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ଶନିବାର, ଚନ୍ଦ୍ର – ମୀନ ଅହୋରାତ୍ର ତିଥି- ୩ୟା ରାତ୍ରି ୦୮.୪୯ ଗତେ ୪ର୍ଥୀ ଘାତ ଚନ୍ଦ୍ର - ଧନୁ ରାଶିର ଅହୋରାତ୍ର ଘାତ ବାର – ବୃଷ , ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମିଦାନ
ଶୁଭ ସମୟ
ଦିବା – ୧୦.୧୩ ରୁ ୦୧.୦୦
ରାତ୍ରି – ୦୮.୧୭ ରୁ ୧୦.୩୬
ରାତ୍ରି –୧୨.୦୯ ରୁ ୦୧.୪୨
ରାତ୍ରି- ୦୨.୨୯ ରୁ ୦୪.୦୨
ଅଶୁଭ ସମୟ
ରାହୁକାଳ - ଦିବା ୦୮.୪୦ ରୁ ୧୦.୧୩
କାଳ ବେଳା - ପ୍ରାତଃ ୦୫.୩୪ ରୁ ୦୭.୦୭ ଓ ଦିବା ୦୪.୨୫ ରୁ ୦୫.୫୭
ବାର ବେଳା – ଦିବା ୦୧.୧୯ ରୁ ୦୨.୫୨
କାଳରାତ୍ରି – ସନ୍ଧ୍ୟା ୦୫.୫୭ରୁ ୦୭.୨୫ ଓ ରାତ୍ରି ୦୪.୦୭ ରୁ ୦୫.୩୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1693633322.jpg)